Skip to main content

Carrito de compra

¡Obtienes el tratamiento VIP!

Artículos no disponibles para compra.
Por favor revisa tu carrito. Puedes eliminar los artículos no disponibles ahora o los eliminaremos nosotros automáticamente al momento de pagar.
artículosartículo
artículosartículo

Recomendado para ti

Loading...
  • Audiolibro

    Jean-Paul Sartre

    Completo

    4 hora 20 minutos

    ଗୂଢ ଦର୍ଶନକୁ ସରଳ ଭାଷାରେ ଉପସ୍ଥାପନା କରିବାରେ ଶରତ କୁମାର ମହାନ୍ତି ଜଣେ ଦକ୍ଷ ଗଦ୍ୟକାର! ବିଶ୍ୱର ବଡ଼ବଡ଼ ଦାର୍ଶନିକଙ୍କୁ ଓଡ଼ିଆଙ୍କ ଆଗରେ ଉପସ୍ଥାପନ କରିବାରେ ତାଙ୍କର ସମକକ୍ଷ କେହି ନାହାନ୍ତି! ଏହି କ୍ରମରେ 'ଜାଁ ପଲ୍ ... Leer más

    Antes $8.99 USD Ahora $7.99 USD

  • Audiolibro

    Prachina Sabhyata Kahani - Greece

    Completo

    12 hora 55 minutos

    ବିଶ୍ୱର ପ୍ରମୁଖ ପ୍ରାଚୀନ ସଭ୍ୟତା ବିଷୟରେ ଓଡ଼ିଆଙ୍କୁ ପରିଚିତ ଓ ଶିକ୍ଷିତ କରିବା ଦିଗରେ ବିଶିଷ୍ଟ ପ୍ରାବନ୍ଧିକ ଶରତ କୁମାର ମହାନ୍ତିଙ୍କ ଭୂମିକା ଉଲ୍ଲେଖନୀୟ! ଏହି କ୍ରମରେ ସେ ଅନେକ ଛୋଟଛୋଟ ନଗରରାଷ୍ଟ୍ରଙ୍କୁ ନେଇ ଗଠିତ ପ୍ରାଚୀନ ଗ୍ରୀସକୁ ନେଇ ଏହି ତଥ୍ୟଭିତ୍ତିକ ପୁସ୍ତକଟି ରଚନା କରିଛନ୍ତି! ଏହି ଗ୍ରୀସରେ ହିଁ ଜନ୍ମ ନେଇଥିଲେ ମହାକବି ହୋମର, ଯାହାଙ୍କ ମହାକାବ୍ୟ ସାରା ବିଶ୍ୱକୁ ପ୍ରଭାବିତ କରିଥିଲା! ଏହି ଗ୍ରୀସରେ ଅଛି ଅଲିମ୍ପିଆ ନଗର, ଯେଉଁଠାରୁ ଅଲିମ୍ପିକ କ୍ରୀଡା ପ୍ରତିଯୋଗିତାର ... Leer más

    $19.99 USD

  • Audiolibro

    Prachina Sabhyata Kahani - Israel

    Completo

    9 hora 28 minutos

    ବିଶ୍ୱର ପ୍ରମୁଖ ପ୍ରାଚୀନ ସଭ୍ୟତା ବିଷୟରେ ଓଡ଼ିଆଙ୍କୁ ପରିଚିତ ଓ ଶିକ୍ଷିତ କରିବା ଦିଗରେ ବିଶିଷ୍ଟ ପ୍ରାବନ୍ଧିକ ଶରତ କୁମାର ମହାନ୍ତିଙ୍କ ଭୂମିକା ଉଲ୍ଲେଖନୀୟ! ଏହି କ୍ରମରେ ସେ ଇହୁଦୀମାନଙ୍କର ଆଦ୍ୟଭୂମି ଭାବେ ପ୍ରସିଦ୍ଧ ଇସ୍ରାଏଲ ଦେଶ ସମ୍ପର୍କରେ ଏହି ପୁସ୍ତକଟି ରଚନା କରିଛନ୍ତି! ବାଇବେଲର ଜନ୍ମଦାତା ଏହି ଦେଶର ସଭ୍ୟତା ଓ ସମାଜର ଇତିହାସକୁ ନେଇ ଖୁବ ସୁନ୍ଦର ଭାବେ ବ୍ୟାଖ୍ୟା କରାଯାଇଛି ଏହି ପୁସ୍ତକରେ! ଥରେ ଶୁଣି ଦେଖନ୍ତୁନା... ... Leer más

    $10.99 USD

  • Audiolibro

    Bhubigyani Sahita Pruthibi Parikrama

    Completo

    4 hora 5 minutos

    ଆମେ ଏଇ ପୃଥିବୀରେ ବାସ କରୁଛୁ! ଏ ପୃଥିବୀ ଆମକୁ ବାସ, ବେଶ, ଶ୍ୱାସ ଦେଉଛି! ହେଲେ ଏଇ ପୃଥିବୀ ବିଷୟରେ ଆମେ କଣ ବା ଜାଣିଛୁ? କେତେ ବା ଜାଣିଛୁ? ପୃଥିବୀର ଗଠନ, ବିନ୍ୟାସ, ଜନ୍ମବୃତ୍ତାନ୍ତଠାରୁ ଆରମ୍ଭକରି ବାୟୁମଣ୍ଡଳ, ମହାସାଗର, ଜୀବନର ଆଦ୍ୟପର୍ବ ପରି ଅନେକ ରହସ୍ୟମୟ ଘଟଣାକୁ ନେଇ ରଚିତ ଶରତ କୁମାର ମହାନ୍ତିଙ୍କ 'ଭୂବିଜ୍ଞାନୀ ସହିତ ପୃଥିବୀ ପରିକ୍ରମା' ସମସ୍ତଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପୁସ୍ତକ! ... Leer más

    $7.99 USD

  • Audiolibro

    Sanskruti Apasanskruti

    Completo

    6 hora 55 minutos

    ପ୍ରସିଦ୍ଧ ଗଦ୍ୟକାର ଶରତ କୁମାର ମହାନ୍ତିଙ୍କ 'ସଂସ୍କୃତି ଅପସଂସ୍କୃତି' ଆଜିକୁ ଚାଳିଶ ବର୍ଷ ତଳେ ଲେଖା ଯାଇଥିଲେ ମଧ୍ୟ ଏହାର ବିଷୟବସ୍ତୁ ଏବେବି ସମସାମୟିକ ଓ ଯୁକ୍ତିସଂଗତ ମନେହୁଏ! ସେତେବେଳେ କେବଳ ନୁହେଁ, ଆଜି ମଧ୍ୟ ମଣିଷ ସେଇ ସମାନ ଦ୍ୱନ୍ଦ୍ୱ ଭିତରେ ଅଛି; ସଂସ୍କୃତି ଭିତରେ ଅପସଂସ୍କୃତିର କଳାଛାଇ ଏବଂ ଅପସଂସ୍କୃତି ଭିତରେ ସଂସ୍କୃତିର କିରଣ ଦେଖି ଆଶା ନିରାଶାରେ ଧନ୍ଦି ହେଉଛି! ପ୍ରତିଟି ସଚେତନ ମଣିଷଙ୍କ ପାଇଁ ଏ ପୁସ୍ତକଟି ନିଶ୍ଚିତ ଭାବେ ଏକ ଉପାଦେୟ ଦସ୍ତାବିଜ! ... Leer más

    Antes $8.99 USD Ahora $7.99 USD

  • Audiolibro

    Chhatrapati Bibekananda

    Completo

    6 hora 52 minutos

    ଶରତ କୁମାର ମହାନ୍ତି ଓଡ଼ିଆ ସାହିତ୍ୟର ଜଣେ ଶକ୍ତିଶାଳୀ ଗଦ୍ୟକାର! ବିଶ୍ୱର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ତତ୍ତ୍ୱକୁ ସେ ଖୁବ ସରଳ ଭାବ ଓ ଭାଷାରେ ଉପସ୍ଥାପନ କରି ଓଡ଼ିଆ ପାଠକଙ୍କ ପ୍ରିୟଭାଜନ ହୋଇ ପାରିଛନ୍ତି! 'ଛତ୍ରପତି ବିବେକାନନ୍ଦ' ପୁସ୍ତକଟି ତାଙ୍କର ଅନ୍ୟତମ ବହୁପଠିତ ପୁସ୍ତକ, ଯେଉଁଥିରେ ସ୍ୱାମୀ ବିବେକାନନ୍ଦଙ୍କୁ ଭାରତବର୍ଷର ଜଣେ ଅଦ୍ଵିତୀୟ ଜନନାୟକ ଭାବେ ଚିତ୍ରିତ କରାଯାଇଛି! କେବଳ ଋଷି ବା ସନ୍ଥ ଭାବେ ତାଙ୍କୁ ସୀମିତ ନରଖି ଆମ ସମାଜର ଉତ୍ଥାନ ପାଇଁ ସେ କିପରି ସମସ୍ତ ଶକ୍ତି ... Leer más

    $7.99 USD

  • Audiolibro

    Bigyana Drusti

    Completo

    4 hora 14 minutos

    ଏ ଯୁଗ ବିଜ୍ଞାନର ଯୁଗ! ଚାରିଶହ ବର୍ଷ ମଧ୍ୟରେ ବିଜ୍ଞାନ ଗୋଟିଏ ନୂଆ ପୃଥିବୀ ଗଢି ଦେଇଛି! ଟେକ୍ନୋଲୋଜି ବିଜ୍ଞାନ ନୁହେଁ! ବିଜ୍ଞାନର ପ୍ରୟୋଗ ବିଜ୍ଞାନଠାରୁ ଭିନ୍ନ! ବିଜ୍ଞାନ ଜ୍ଞାନର ଏକ ଶାଖା! ଜଗତ ପ୍ରତି ଏକ ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ଗ୍ରହଣ କରିବାକୁ ବିଜ୍ଞାନ ନିମନ୍ତ୍ରଣ କରେ! ମଣିଷ ପାଇଁ ବିଜ୍ଞାନ କି ବାର୍ତ୍ତା ନେଇ ଆସିଛି, ଏ ବହିରେ ଆମେ ସେହିକଥା ଶୁଣିବାକୁ ପାଇବା! ... Leer más

    $7.99 USD